Baladev Bedbak

Call Directions Website Contact the business

Baladev Bedbak www.Baladev Bedbak.in

08/10/2026

"ଟୋପି ଲଗାକେ ମଛଡ଼ କହେତାହେ କି ଦେଶମେ ସମତା ଆରହାଆହେ - ସାଳା ଏକ ମଛଡ଼ ଆଦମୀକୋ ହିଞ୍ଜିଡା ବନଦେତାହେ"।
ନାନା ପାଠେକର ଙ୍କ ନିଧନରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏

ଓକିଲ ହିସାବରେ ମୁଁ ଦେଖୁଛି, ପତି - ପତ୍ନୀ ଭିତରେ ଗୁଡ଼ାଏ କେସ ଚାଲିଛି। ମୁଁ ଜଣେ ପତିଙ୍କୁ କହିଲି, ପତି - ପତ୍ନୀ ସମ୍ପର୍କ ଯୋଡିବାକୁ କୌଣସି ...
02/10/2026

ଓକିଲ ହିସାବରେ ମୁଁ ଦେଖୁଛି,
ପତି - ପତ୍ନୀ ଭିତରେ ଗୁଡ଼ାଏ କେସ ଚାଲିଛି। ମୁଁ ଜଣେ ପତିଙ୍କୁ କହିଲି, ପତି - ପତ୍ନୀ ସମ୍ପର୍କ ଯୋଡିବାକୁ କୌଣସି ପୂଜା, ହୋମ ଓ ଯଜ୍ଞର ଆବଶ୍ୟକତା ପଡ଼ିନଥାଏ। ଏଥିପାଇଁ ଆପୋଷ କଥାବାର୍ତ୍ତା, ସମନ୍ୱୟ ଓ ସ୍ନେହ ଶ୍ରଦ୍ଧାରେ ଥାଏ।

25/09/2026

କଟକ ଗୋଡ଼ିସାହି, ତ୍ରିସୁଳିଆ, ସିଡିଏ ଆଦି ଅଞ୍ଚଳରେ ଜଣେ ଝିଅ ରହି Sri ୟୁନିଭର୍ସିଟି ରେ ପଢ଼ିବ। ଏଣୁ ଏହି ଏରିଆରେ ବା "ଆମ ବସ" ସୁବିଧା ଥିବା ସ୍ଥାନରୁ ଯଦି କୌଣସି "ଲେଡ଼ି ହଷ୍ଟେଲ" କିମ୍ବା ଝିଅମାନଙ୍କ ପାଇଁ କୌଣସି ଭଡାଘର ସୁବିଧା ଥାଏ, ତେବେ ଦୟାକରି କମେଣ୍ଟ ବକ୍ସ ରେ ନମ୍ବର ଜଣେଇବାକୁ ଅନୁରୋଧ।

"ପୁରୁଣା ପାର୍ଚ୍ଚା କିମ୍ବା ପଟ୍ଟାରେ ନିଜର ପୂର୍ବ ପୁରୁଷଙ୍କ ନାମ ଥିଲେ ତହସିଲ ଅଫିସରେ ଦୁଇଖାନା ସଂଶୋଧନ ପାଇଁ ଆବେଦନ କରନ୍ତୁ। ନିଜ ନାମେ ପଟ୍...
25/09/2026

"ପୁରୁଣା ପାର୍ଚ୍ଚା କିମ୍ବା ପଟ୍ଟାରେ ନିଜର ପୂର୍ବ ପୁରୁଷଙ୍କ ନାମ ଥିଲେ ତହସିଲ ଅଫିସରେ ଦୁଇଖାନା ସଂଶୋଧନ ପାଇଁ ଆବେଦନ କରନ୍ତୁ। ନିଜ ନାମେ ପଟ୍ଟା ହୋଇଯିବ। "

🙏🌺 ଗଣପତି ବାପ୍ପା ମୋରିଆ!ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଶୁଭ ଗଣେଶ ପୂଜାର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🌼
14/09/2026

🙏🌺 ଗଣପତି ବାପ୍ପା ମୋରିଆ!
ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଶୁଭ ଗଣେଶ ପୂଜାର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🌼

"ସରକାରୀ କର୍ମଚାରୀ ଆଇନ ଉଲ୍ଲଂଘନ କରି କାହାର କ୍ଷତି କରିବା ଏବଂ ମିଛ ସରକାରୀ ଦସ୍ତାବିଜ୍/ରେକର୍ଡ ପ୍ରସ୍ତୁତ କଲେ ସେ BNS 198 & 199ଅନୁସାରେ ...
09/09/2026

"ସରକାରୀ କର୍ମଚାରୀ ଆଇନ ଉଲ୍ଲଂଘନ କରି କାହାର କ୍ଷତି କରିବା ଏବଂ ମିଛ ସରକାରୀ ଦସ୍ତାବିଜ୍/ରେକର୍ଡ ପ୍ରସ୍ତୁତ କଲେ ସେ BNS 198 & 199ଅନୁସାରେ ଦଣ୍ଡିତ ହେବେ "।

04/09/2026

ନିଜର ଭୁଲ୍ ସୁଧାରି ସ୍ୱଚ୍ଛତା, ନୈତିକତା ଏବଂ ନିସ୍ୱାର୍ଥପର ସେବା ପଥକୁ ଫେରିଆସିବା ହିଁ ଜଣେ ନିର୍ବାଚିତ ପ୍ରତିନିଧି ପାଇଁ ସବୁଠାରୁ ବଡ଼ ସଂସ୍କାର। 🙏

04/09/2026
ସମ୍ମାନନୀୟ ଫେସବୁକ ବନ୍ଧୁଗଣ। ମୋର ଏହି ପେଜଟି ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ନୁହେଁ। ମୁଁ ଏଥିରେ ଦେଉଥିବା ବିଷୟ କେବଳ ଆଇନ ସଚେତନତା ପାଇଁ ଓ ଏଥିପ...
26/08/2026

ସମ୍ମାନନୀୟ ଫେସବୁକ ବନ୍ଧୁଗଣ। ମୋର ଏହି ପେଜଟି ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ନୁହେଁ। ମୁଁ ଏଥିରେ ଦେଉଥିବା ବିଷୟ କେବଳ ଆଇନ ସଚେତନତା ପାଇଁ ଓ ଏଥିପାଇଁ ମୁଁ କାହାଠାରୁ ଟଙ୍କାଟିଏ ମଧ୍ୟ ଫିସ ଆଜିତକ ନେଇନି କିମ୍ବାମୋର ନାଁ ରେ କେହିବି ମାଗିଲେ ଦେବେ ନାହିଁ। ଏହା ମୋର ଅନୁରୋଧ 🙏

ସୁଧଖୋର ବେପାରୀ ଧ୍ୟାନ ଦିଅନ୍ତୁ।
23/08/2026

ସୁଧଖୋର ବେପାରୀ ଧ୍ୟାନ ଦିଅନ୍ତୁ।

Address

Sonepur

Alerts

Be the first to know and let us send you an email when Baladev Bedbak posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Baladev Bedbak:

Shortcuts

Share