24/10/2022
#ପବିତ୍ରଶ୍ୟାମାକାଳୀପୁଜା୨୦୨୨
ଅଲିଶାବଜାର ଦୁର୍ଗା ମଣ୍ଡପେ ମା ଶ୍ୟାମାକାଳୀଙ୍କ ପ୍ରଥମ ଦର୍ଶନ।
ALISHABAZAR PUJA COMMITEE
।।ଶବାରୁଢା ମହାଭୀମାଂ ଘୋର ଦନ୍ଷ୍ଟ୍ରା ହସୋନ୍ମୁଖୀଂ
ଚତୁର୍ଭୁଜାଂ ଖଡ୍ଗ ମୁଣ୍ଡ ବରାଭୟକରାଂ ଶିବାମ୍
ମୁଣ୍ଡମାଳାଂ ଧରାଂନ୍ ଦେବୀଂଲ୍ଲୋଳ ଜିହ୍ୱାନ୍ ଦିଗମ୍ବରାମ୍
ଏବଂ ସଚିନ୍ତୟେତ୍ କାଳୀଂ ଶ୍ମଶାନାଳୟ ବାସୀନୀମ୍।।