Office of Ajaya Rout and Associates

Office of Ajaya Rout and Associates Solving your Legal Puzzle Criminal, Civil, Family matter, Writ and MSME.

Coming soon a complete story book written by me.
12/10/2024

Coming soon a complete story book written by me.

19/02/2023
04/02/2023
23/01/2023

ଦ୍ବିତୀୟ ସ୍କନ୍ଧ ର ଦ୍ଵିତୀୟ ଅଧ୍ୟାୟରେ ସୁନ୍ଦର ଭାବରେ ଭଗବାନ ଙ୍କ ର ସ୍ଥୂଳ ଓ ସୂକ୍ଷ୍ମ ରୂପର ଧାରଣା ସହ କ୍ରମ ମୁକ୍ତି ଓ ସଦ୍ୟୋ ମୁକ୍ତି ରବର୍ଣ୍ଣନା କରିଛନ୍ତି।ଶବ୍ଦ ବ୍ରହ୍ମ ବିଶ୍ବରେ ସର୍ବତ୍ର ପରିବ୍ୟାପ୍ତ।ଶବ୍ଦ ଦ୍ବାରା ବସ୍ତୁ ବିଷୟକ ଜ୍ଞାନ ହୁଏ ଓ ଏହା ଦ୍ବାରା ହିଁ ଆମେ ବସ୍ତୁ କୁ ଧ୍ୟାନ କରିପାରୁ। କିନ୍ତୁ ବୁଦ୍ଧି ଯେତେବେଳେ ଅର୍ଥହୀନ ନାମକୁ ଧରି ବିଷୟାଚିନ୍ତନ ରେ ଲାଗିଯାଏ ସେତେବେଳେ ସେହି ସବୁ ମାୟା ମୟ ପଦାର୍ଥ ପ୍ରତି ବାସନା ଜାତ ହୋଇ ଚଞ୍ଚଳ ମନ ସ୍ବପ୍ନ ପରି ସଠିକ ତତ୍ତ୍ୱ ପାଇପାରେ ନାହିଁ।ଫଳରେ ଜୀବ ସଂସାରରେ ହିଁ ଘୂରିବୁଲେ। ସାଂସାରିକ ବସ୍ତୁ ସବୁ ମାୟା ମୟ ।ଏଣୁ ଅସାର ବସ୍ତୁ ପାଇଁ ବୃଥା ପରିଶ୍ରମ ହିଁ ସାର। ସଂସାର ରୂପକ ଦୁଃଖାଳୟ କୁ ତ୍ୟାଗ କରି ମଙ୍ଗଳମୟ ଭଗବାନ ଙ୍କୁଚିନ୍ତନ କରି ଭବ ସାଗର ରୁ ପାରି ପାଇଁ ପ୍ରୟାସ କରିବା। ବୁଦ୍ଧି ଯେତେ ଅଧିକ ଶୁଦ୍ଧ ହେବ,ମନ ସେତେ ଅଧିକ ସ୍ଥିର ରହି ସଗୁଣ ଓ ନିର୍ଗୁଣ ବ୍ରହ୍ମ ଙ୍କ ସ୍ବରୂପ ଚିନ୍ତନ କରିବା ରେ ସମର୍ଥ ହେବ।ଏପରି ମନ ସ୍ଥିର କରି,ପ୍ରାଣ ମାନଙ୍କୁ ଆୟତ୍ତ କରି,ନିର୍ମଳ ବୁଦ୍ଧି ଦ୍ବାରା ପରମ ପଦ ପ୍ରାପ୍ତ ହୋଇଥାଏ।
ଏ ଭାବେ ଜୀବର ନିସ୍ତାର।
କାଳ ର ନାହିଁ ଅଧିକାର ।।
ଅତି ଉତ୍ତମ ଅଧ୍ୟାୟ ର ବିଶ୍ଲେଷଣାତ୍ମକ ପ୍ରାଞ୍ଜଳ ଉପସ୍ଥାପନା କଲେ।ଜୟ ଭାଗବତ 🙏🏼 ଜୟ ଶ୍ରୀ କୃଷ୍ଣ 🙏🏼

20/01/2023

CONSTRUCTIVE NOTICE:- A notice may be actual or constructive. There is actual notice. When knowledge of a fact is brought directly to the person concerned. It is constructive when there is a presumption of the knowledge of the fact. The following are its different kinds. 1. Knowledge is presumed when the party wilfully abstains from making enquiry. 2. Gross negligence of the party. 3. Registration. The privy council had held that registration was not a constructive notice to subsequent transferees. Thilak Devilal's case. This is now superseded by T.P Act. Hence registration of a transfer amounts to notice from the date of registration.4. Possession as notice. If a person is actually in possession of a property then the acquired of the property is deemed to have notice of the title, if any of the person in possession of the property. 5. Notice to agent is treated as notice to the principal. The agent must have notice during the course of his business. If an agent fraudulently conceals the fact, then there is notice to the principal. The principal should not be a privy to the fraud. Ajaya Kumar Rout. (O.H.C)

16/07/2022

Parity:- The grant of bail to one of the accused persons do not give a right to bail to co- accused. Petitioner can not claim parity in matter of bail where the bail of the co- accused was allowed at the time when no material was available against him. For ex one in govt.job and another having no home etc. So no parity is there even sections are the same.In Girija v. Krinapal March 2021 sc, the court held that if the only basis for claiming bail was parity and the bail of that co- accused got cancelled who got bail on the basis of parity. Where bail to co- accused has been procured by misrepresentation of fact, parity can not be claimed to an absurd or illogical conclusion so as to put a judge in a tight and straight jacket to grant bail automatically. The law of parity is to be applied in granting bail and not rejecting bail to a co-accused. Where accused with co- accused was released on bail, accused was also enlarged on bail. Rejection of bail by another bench of the court can not be the guiding factor (parity) for considering the bail prayer of another accused. The law of parity is a desirable rule. In matter of release on bail to the co-accused whose case is identically similar the rule of parity can not be applied for rejecting the bail application of co-accused. A co-accused can not be denied bail , merely on the grounds of that bail of another accused has been rejected by the court earlier, the obvious reason being that while earlier bail order denying bail to another co- accused was passed the latter co-accused applying bail was not heard. The law of parity may be applied in granting bail to a co- accused but can not be invoked in rejecting the bail application of another co- accused and not against the co- accused, the accused can not claim parity with co- accused in matter of bail. Hence two accused are not identically placed, release of one accused on bail does not entitle the other co- accused to be release on bail.

03/07/2022

Subrogation means "Substitution". This enables a person to pay off creditor and get into his shoes and exercise the rights of the creditor. Any person redeeming a mortgaged property has the same rights ( of redemption, foreclosure or sale), as the mortgagee may have against the mortgagor or any other mortgagee. This right is subrogation. There must be full redemption to apply this doctrine. Ex- A mortgages his property to.B. A makes second mortgage to C. A makes third mortgage to D. Here D may redeem B in which case D becomes subjugated to B. He has the same rights as B has. Persons who may claim subrogation. i) Any person having interest in or charge on the mortgaged property. ii) Any surety. iii) Any creditor of mortgagor. Exception: Subrogation does not apply to a mortgagor. Legal subrogation are: a) A puisne mortgagee redeeming a prior mortgagee. b) A co- mortgagor redeeming the mortgagee. c) A mortgagor's surety redeeming the mortgagee. d) A purchaser of equity of redemption redeeming a mortgage. These persons may claim the right of subrogation. This is the short note about Subrogation. Ajaya kumar Rout. 8249443033

03/07/2022

*****************************
🌺 🌺🌺🌺🌺🌺🌺🌺🌺
🌼 *ଚରିତ୍ରର ଅର୍ଥ* 🌼
🌻🌻🌻🌻🌻🌻🌻🌻🌻
*****************************
🌹🌹🌹🌹🌹🌹🌹🌹🌹
ଥିଲେ ଥାଉ ପଛେ ଗୁଣ ହଜାର
ଚରିତ୍ର ନଥିଲେ ସବୁ ଅସାର
🌷🌷🌷🌷🌷🌷🌷🌷🌷
ଏହି ଉକ୍ତିକୁ ମୁଁ ଛୁଆ ଦିନରୁ ଶୁଣି ଆସିଛି | ତେଣୁ ସ୍ୱାଭାବିକ, ଏହାର ଉତ୍ତର କଅଣ, ଚରିତ୍ର କଅଣ, ଏ ପ୍ରଶ୍ନ ମଧ୍ୟ ପଚାରି ଆସିଛି | ମୁଁ ଯାହା ହୃଦୟଂଗମ କରିଛି ତାହା ହେଲା, କୌଣସି ପ୍ରକାର ମୂଲ୍ୟବୋଧ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସ କରିବା ଭାବନାକୁ ଚରିତ୍ର କୁହାଯାଏ ।
କିଛି ନୈତିକ ଚେତନାକୁ ସତ୍ୟନିଷ୍ଠ ଭାବରେ ଗ୍ରହଣ କରି ସେହି ଅନୁସାରେ ଚାଲିବାକୁ ବ୍ୟକ୍ତିର ବିଶ୍ୱସୀନୀୟତକୁ ଚରିତ୍ରବାନ ବ୍ୟକ୍ତି କୁହାଯାଏ ।
ମୁଁ ଆଇନର ଛାତ୍ର ହେଲି | Indian Evidence Act, 1872 ପାଠ କଲି | ସେଥିରେ ଚରିତ୍ରର ସଂଗ୍ୟାକୁ ପାଠ କରିବା ପରେ ଜାଣିଲି ଯେ Character means disposition and reputation. Disposition ର ଅର୍ଥ ଜାଗତିକ ମୂଲ୍ୟବୋଧ, ଅନ୍ତର୍ଦୃଷ୍ଟି ଓ ଆନ୍ତରିକ ଶକ୍ତି. Reputation ର ଅର୍ଥ ତା ପ୍ରତି ଜଗତର ଦୃଷ୍ଟିକୋଣ |

ଚରିତ୍ରର ଅର୍ଥ ଗୁଣ ଓ ଚରିତ୍ରବାନର ଅର୍ଥ ଗୁଣବାନ । ନୈତିକତା କଷଟିରେ ମନୁଷ୍ୟର କାର୍ଯ୍ୟ ଓ ଚରିତ୍ରର ଯଥାର୍ଥ ନିର୍ଦ୍ଧାରଣ ହୋଇ ଥାଏ ।
ଚରିତ୍ର କହିଲେ ନୈତିକତାର ଯଥାର୍ଥ ବୋଧ, ନୀତି-ସମ୍ପନ୍ନ ନିର୍ଣ୍ଣୟ ଓ ନୈତିକ ସିଦ୍ଧାନ୍ତ ଅନୁରୂପ କାର୍ଯ୍ୟ | ନୀତି-ସମ୍ପନ୍ନ ନିର୍ଣ୍ଣୟ ନିଶ୍ଚିତ ଭାବରେ ଗୋଟିଏ ସାମାଜିକ ବ୍ୟବସ୍ଥାରେ ତିଆରି ହୋଇ ହୋଇଥିବା ନୀତି ଉପରେ ନିର୍ଭରଶୀଳ |
କିଛି ପ୍ରାକୃତିକ ନିୟମ ରହିଛି ଏବଂ ସେହି ନିୟମ ଉପରେ ପର୍ଯ୍ୟବେଷିତ ମୂଲ୍ୟ ଗୁଡିକ ସମ୍ବନ୍ଧରେ ଜ୍ଞାନ ରହିଲେ ଓ ଜାଣିଲେ ଚରିତ୍ରବାନ କେହି ହୋଇପାରେନା | ବ୍ୟବହାରିକ ଜୀବନରେ ତାହାକୁ ପାଳନ କରିବାର ଇଚ୍ଛା ଶକ୍ତି ସୃଷ୍ଟି ହେଲେ ଜଣେ ଚରିତ୍ରବାନ ବ୍ୟକ୍ତି ହୋଇପାରେ | ସେହି ଇଚ୍ଛା ଶକ୍ତି ସୃଷ୍ଟି ହୁଏ ଶିକ୍ଷାରେ ଓ ତାହାକୁ କାର୍ଯ୍ୟ କରିବାର ଅଭ୍ୟାସ ଦ୍ୱାରା | ସେଇ ପାଳନ କରିବା ବ୍ୟବସ୍ଥାକୁ କେହି ତପସ୍ୟା ଅବା ଅଭ୍ୟାସ ଅବା ଯୋଗାଭ୍ୟାସ କହିପାରନ୍ତି | ଅଜୟ କୁମାର ରାଉତ, ଆଡଭକେଟ, କଟକ

The welfare of the people is the supreme law.
22/05/2022

The welfare of the people is the supreme law.

11/05/2022

....ଦେଶଦ୍ରୋହୀ କିଏ ?....
ସରକାରଙ୍କ ନୀତିକୁ ବିରୋଧ କରୁଥିବା ଲୋକଙ୍କୁ ଦେଶଦ୍ରୋହୀ କୁହାଯିବକି? 99ଭାଗ ଘଟଣାରେ ସରକାର ବିରୋଧୀଙ୍କୁ ହିଁ ଏହି ଆଇନ ଦ୍ଵାରା ଗିରଫ କରାଯାଇଛି,162 ବର୍ଷ ର ଏହି ଆଇନ ଉପରେ ମାନ୍ୟବର ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି l ମୁଁ ଏହାକୁ ସ୍ୱାଗତ କରୁଛି 🙏

Happy lawyers day.
28/04/2022

Happy lawyers day.

Address

Cuttack
753004

Telephone

+918249443033

Website

Alerts

Be the first to know and let us send you an email when Office of Ajaya Rout and Associates posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Office of Ajaya Rout and Associates:

Share

Category