SpeakOdisha

SpeakOdisha “Don’t worry about failures, worry about the chances you miss when you don’t even try.”“Se

24/07/2026

🔴ବାହୁଡ଼ା ସିଧାପ୍ରସାରଣ Bahuda Jatra Live 2026 | Bahuda Live From Jagannath Dham Puri | Rath Yatra LIVE

#ବାହୁଡାଯାତ୍ରା #ଶ୍ରୀଜଗନ୍ନାଥ #ଜୟଜଗନ୍ନାଥ #ପୁରୀ #ରଥଯାତ୍ରା #ବାହୁଡା

24/07/2026

🔴ବାହୁଡ଼ା ସିଧାପ୍ରସାରଣ Bahuda Jatra Live 2026 | Bahuda Live From Jagannath Dham Puri | Rath Yatra
#ବାହୁଡାଯାତ୍ରା #ଶ୍ରୀଜଗନ୍ନାଥ #ଜୟଜଗନ୍ନାଥ #ପୁରୀ #ରଥଯାତ୍ରା #ବାହୁଡା

ନିରବ କର୍ମଯୋଗୀ ପାଣ୍ଡିଆନ ସାରଙ୍କୁ ଜନ୍ମଦିନର ଶୁଭେଚ୍ଛା l ଆପଣ ଆମ ରାଜ୍ଯ ପାଇଁ ସଦାସର୍ବଦା ପ୍ରେରଣା ହୋଇରହିବେ l ମହାପ୍ରଭୁ ଜଗନ୍ନାଥ ଆପଣଙ୍...
29/05/2026

ନିରବ କର୍ମଯୋଗୀ ପାଣ୍ଡିଆନ ସାରଙ୍କୁ ଜନ୍ମଦିନର ଶୁଭେଚ୍ଛା l ଆପଣ ଆମ ରାଜ୍ଯ ପାଇଁ ସଦାସର୍ବଦା ପ୍ରେରଣା ହୋଇରହିବେ l ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଶଙ୍ଖରେ ପୁରେଇ ଚକ୍ର ଉହାଡ କରିରଖନ୍ତୁ, ଏତିକି ପ୍ରାର୍ଥନା 🙏
V Kartikeyan Pandian

17/04/2026

ସେ ଝଡ଼ର ଇଗଲ୍, ସେ ବିକାଶର ବିନ୍ଧାଣୀ, ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଓଡ଼ିଶାର ପୁଅ, ଓଡ଼ିଆଙ୍କ ସ୍ଵାଭିମାନ।

#ପ୍ରବାଦପୁରୁଷଦିବସ

ଜାନକୀ ବାବୁଙ୍କ ପୁଅକୁ ପଙ୍ଗୁ କରି ଜେବି ଲିଗାସୀକୁ ମାଟିରେ ମିସେଇଲା ପରେ ଏବେ ଏ କୂଚକ୍ରୀର ଆଖି ବିଜୁ ଲିଗାସୀ ଉପରେ l ପର ସମ୍ପତ୍ତି ଉପରେ ଏମ...
10/04/2026

ଜାନକୀ ବାବୁଙ୍କ ପୁଅକୁ ପଙ୍ଗୁ କରି ଜେବି ଲିଗାସୀକୁ ମାଟିରେ ମିସେଇଲା ପରେ ଏବେ ଏ କୂଚକ୍ରୀର ଆଖି ବିଜୁ ଲିଗାସୀ ଉପରେ l ପର ସମ୍ପତ୍ତି ଉପରେ ଏମିତି ଲାଳ ଗଡା ଲୋକ ଆଉ କିଏ ହୋଇପାରେ ?

ୟେ ସବୁ କି କଥା..... #ଓଡ଼ିଆଅସ୍ମିତା.. ନାଁ ରେ ବି ବଦଳିଗଲେ.. ରାଇଜ  #ମୁଖିଆ..ଶେଷରେ....ଫଳକ ରେ  #ମୁଖ୍ୟମନ୍ତ୍ରୀ ଙ୍କୁ ବି ବଦଳିଦେଲ.. 😂😂...
10/04/2026

ୟେ ସବୁ କି କଥା.....
#ଓଡ଼ିଆଅସ୍ମିତା.. ନାଁ ରେ ବି ବଦଳିଗଲେ.. ରାଇଜ #ମୁଖିଆ..
ଶେଷରେ....ଫଳକ ରେ #ମୁଖ୍ୟମନ୍ତ୍ରୀ ଙ୍କୁ ବି ବଦଳିଦେଲ.. 😂😂

ସତ କିଏ କହିଛନ୍ତି ?1- VK pandiyan 2- harichandan ଆପଣ ମାନଙ୍କ ମତାମତ ନିଶ୍ଚୟ କମେଣ୍ଟ ରେ ଜଣେଇବେ 🙏👇
07/04/2026

ସତ କିଏ କହିଛନ୍ତି ?
1- VK pandiyan
2- harichandan
ଆପଣ ମାନଙ୍କ ମତାମତ ନିଶ୍ଚୟ କମେଣ୍ଟ ରେ ଜଣେଇବେ 🙏👇

06/04/2026

ମଣିଷ ଭଳି ମଣିଷଟିଏ ଥିଲେ ପାଣ୍ଡିଆନ ବାବୁ l ସିଏ ଅଣଓଡିଆ ଥିଲେ କିନ୍ତୁ କୋଟି ଓଡ଼ିଆର ହୃଦୟର କଥାକୁ ବେଶ ବାରି ପାରୁଥିଲେ l ଆଜିବି ଏତିକି ବିଶ୍ୱାସ ଯେ ଅପପ୍ରଚାରର ଅବଧି ସରିବ... ଖୁବଶୀଘ୍ର ସରିବ l





01/04/2026

ଉତ୍କଳ ଦିବସ ଭଳି ଗୌରବମୟ ଦିନରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଏ ବିଜେପି ସାଂସଦ ପୁଣିଥରେ ଅପମାନ କରିଛି l ବିଭୁ ତରାଇ ଜାଣି ପାରୁନି ବୋଧେ ଓଡିଶା ମାନେ ବିଜୁ ପଟ୍ଟନାୟକ ଆଉ ବିଜୁ ପଟ୍ଟନାୟକ ମାନେ ଓଡିଶା. .....

କଣ ଆପଣ   ରେ ଅଛନ୍ତି କି ?? ତେବେ ଆପଣ ଙ୍କ ପାଇଁ ଖରାପ ଖବର !  ଆପଣ ଙ୍କ ଓଡ଼ିଆ ଅସ୍ମିତା ସରକାର ଆପଣ ଙ୍କୁ ଚାକିରୀ ରୁ କାଢି ଦେଉଛନ୍ତି ।
18/03/2026

କଣ ଆପଣ ରେ ଅଛନ୍ତି କି ?? ତେବେ ଆପଣ ଙ୍କ ପାଇଁ ଖରାପ ଖବର ! ଆପଣ ଙ୍କ ଓଡ଼ିଆ ଅସ୍ମିତା ସରକାର ଆପଣ ଙ୍କୁ ଚାକିରୀ ରୁ କାଢି ଦେଉଛନ୍ତି ।

Address

Bhubaneswar
751020

Telephone

+918763402684

Website

Alerts

Be the first to know and let us send you an email when SpeakOdisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to SpeakOdisha:

Shortcuts

Share