Adv Sunita Nanda

Directions Contact the business

Adv Sunita Nanda Contact information, map and directions, contact form, opening hours, services, ratings, photos, videos and announcements from Adv Sunita Nanda, bhimatangi, Bhubaneswar.

Digital legal awareness platform “The Sunita Vision”,❤️

ଏହି ଚ୍ୟାନେଲ୍‌ରେ ପ୍ରକାଶିତ ସମସ୍ତ ଭିଡିଓ କେବଳ ଆଇନ ସଚେତନତା (Legal Awareness) ଏବଂ ସାଧାରଣ ଆଇନ ଶିକ୍ଷା (Legal Education) ପ୍ରସାର କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି।

23/09/2026
23/09/2026

👉Part 2

23/09/2026

22/09/2026
21/09/2026

👉🏻ମୁଁ କେବଳ ଆଇନ ଓ ନୂଆ ନ୍ୟାୟାଳୟର ରାୟ ଉପରେ ଭିଡିଓ କରୁଛି, ଯାହାଦ୍ୱାରା ସାଧାରଣ ଲୋକ ନିଜ ଅଧିକାର ଓ ଆଇନ ବିଷୟରେ ଜାଣିପାରିବେ।

ମୋର ଚେଷ୍ଟା ହେଉଛି—ଭାରତୀୟ ଆଇନ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ, ଏବଂ ଆଇନଗତ ସଚେତନତାକୁ ସରଳ ଓଡ଼ିଆ ଭାଷାରେ ଲୋକଙ୍କ ପାଖରେ ପହଞ୍ଚାଇବା।

କିନ୍ତୁ କେତେକ ଲୋକ କୋର୍ଟ, ନ୍ୟାୟାଧୀଶ, ଆଡଭୋକେଟ୍ ଓ ଆଇନ ବ୍ୟବସ୍ଥାକୁ ଗାଳି ଦେଉଥିବା ଦେଖି ମୁଁ ବୁଝିପାରୁନି—ଯଦି ଆଇନଗତ ସୂଚନା ଦରକାର ନାହିଁ, ତେବେ ଅନ୍ୟ ଅନେକ ବିଷୟ ଅଛି। ଅନଲାଇନ୍‌ରେ ନାଚ, ଗୀତ, ଡାଏଲଗ୍, ରାଜନୀତି ଓ ଅନେକ ପ୍ରକାରର ଭିଡିଓ ଅଛି—ଯାହା ଭଲ ଲାଗେ, ସେଗୁଡ଼ିକ ଦେଖନ୍ତୁ।

କିନ୍ତୁ ଭାରତୀୟ ଆଇନକୁ ଅପମାନ କରିବା କିମ୍ବା କୋର୍ଟ ଓ ଆଇନଜୀବୀଙ୍କୁ ଗାଳି ଦେବାରେ କାହାର ଲାଭ ହେବ?

ମୋର ଭିଡିଓ ଅନେକ ଲୋକଙ୍କୁ ଆଇନ ବୁଝିବାରେ ସାହାଯ୍ୟ କରୁଛି। ଅନେକ ଲୋକ ମୋତେ ଭଲ କଥା କହିବା ସହିତ ଧନ୍ୟବାଦ ମଧ୍ୟ ଜଣାଉଛନ୍ତି। ସେହି ସମସ୍ତ ଭଲପାଇବା ଓ ଉତ୍ସାହ ପାଇଁ ମୁଁ ହୃଦୟରୁ କୃତଜ୍ଞ।

ସମସ୍ତଙ୍କ ମତାମତକୁ ସମ୍ମାନ କରେ। କିନ୍ତୁ ମୋର ଉଦ୍ଦେଶ୍ୟ କେବଳ ଆଇନଗତ ସଚେତନତା ବଢ଼ାଇବା।

ଆଉ ଗୋଟିଏ କଥା—ମୁଁ ମୋ ଭିଡିଓରେ ନିଜକୁ ପ୍ରଚାର କରିବା କିମ୍ବା advertising କରିବାକୁ ଚାହୁଁନି। ସେଥିପାଇଁ ଅନେକ କଥା ଦେଖାଇବା କିମ୍ବା କହିବା ସମ୍ଭବ ହୁଏନାହିଁ।

ଆଇନ ଜାଣନ୍ତୁ, ନିଜ ଅଧିକାର ଜାଣନ୍ତୁ।
ସଚେତନ ହୁଅନ୍ତୁ, ସଚେତନ କରନ୍ତୁ।

ଜୟ ଶ୍ରୀରାମ 🙏
Sunita Nanda

Address

Bhimatangi
Bhubaneswar
751002

Opening Hours

Monday 9am - 9pm
Tuesday 9am - 9pm
Wednesday 9am - 9pm
Thursday 9am - 9pm
Friday 9am - 9pm
Saturday 9am - 5pm

Website

Alerts

Be the first to know and let us send you an email when Adv Sunita Nanda posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Adv Sunita Nanda:

Shortcuts

Share