ଶ୍ରୀଶ୍ରୀ ସିଦ୍ଧି ବିନାୟକ ଦେବ, ବାଲେଶ୍ଵର

  • Home
  • India
  • Balasore
  • ଶ୍ରୀଶ୍ରୀ ସିଦ୍ଧି ବିନାୟକ ଦେବ, ବାଲେଶ୍ଵର

ଶ୍ରୀଶ୍ରୀ ସିଦ୍ଧି ବିନାୟକ ଦେବ, ବାଲେଶ୍ଵର F M College Road, Balasore

09/02/2026

With the divine blessings of Sri Sidhi Binayak, it is hereby notified that a Felicitation Ceremony has been arranged in honor of Mr. Upendra Giri (Bapu), the distinguished sculpture maker of Sri Sidhi Binayak, who has also been honored by the Hon’ble President of India.
Date: 13th February
Time: 7:30 PM
Venue: Temple Premises
All devotees, members, and well-wishers are respectfully requested to attend the programme and grace the occasion, thereby contributing to the successful conduct of the ceremony.
By Order of the Temple Committee
Sri Sidhi Binayak Temple

20/10/2025
Balasore District Magistrate took blissful darshan and blessings at Shri Sidhi Binayak Temple on the auspicious occasion...
20/10/2025

Balasore District Magistrate took blissful darshan and blessings at Shri Sidhi Binayak Temple on the auspicious occasion of Deepavali. 🌼✨

09/09/2025

୧୩ ଦିନିଆ ଶ୍ରୀଶ୍ରୀ ସିଦ୍ଧିବିନାୟକ ମହୋତ୍ସବର ପରିସମାପ୍ତି
ଶୃଙ୍ଗାର ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଥିଲା। ପ୍ରସାଦ ସେବା ସହିତ ସାଇ ଭକ୍ତି ସାଗର, ଖଣ୍ଡଗିରି, ଭୁବନେଶ୍ବର ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ମନକୁ ମୋହିଥିଲା।
ରାଜ୍ୟ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବାସିନ୍ଦାମାନେ ଓ generous donors ଙ୍କ ସହଯୋଗ ମହୋତ୍ସବକୁ ଆହୁରି ଉତ୍ସବମୁଖର କରିଥିଲା।

କମିଟିର ସଦସ୍ୟମାନଙ୍କର ଭାବନାପୂର୍ଣ୍ଣ ଚିନ୍ତା ଓ ନିରନ୍ତର ପରିଶ୍ରମ ଏହି ଉତ୍ସବକୁ ଏକ grand success କରିଛି।
ଏହି ଆନନ୍ଦ ଓ ଖୁସି ପୁଣିଥରେ ଆସନ୍ତା ବର୍ଷରେ ଫେରିଆସୁ।
ଏହି ମହୋତ୍ସବ ଆମକୁ ଏକତା, ଭକ୍ତିଭାବ ଓ ଉତ୍ସାହରେ ବାନ୍ଧିଦେଇଛି।
ଏକତା ହିଁ ବଳ। 🙏
“ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟି ସମପ୍ରଭ।
ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ୟେଷୁ ସର୍ବଦା॥”

🌸 ଜୟ ଶ୍ରୀ ସିଦ୍ଧିବିନାୟକ 🌸

09/09/2025
09/09/2025

ଉଦଯାପନୀ ଉତ୍ସବର କିଛି ଅଂଶ 🙏🏼🙏🏼

08/09/2025

ଗଣେଶ ଚତୁର୍ଥୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୨ ଦିନୀୟ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମହୋତ୍ସବ ଭକ୍ତି ଓ ଆନନ୍ଦର ସହିତ ପାଳନ ହୋଇଅଛି। 🙏
ପ୍ରିୟ କମିଟି ସଦସ୍ୟମାନେ, ଦାତାମାନେ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନଙ୍କୁ ଏହି ପବିତ୍ର ଅବସରରେ ଶାନ୍ତିପୂର୍ଣ୍ଣ ଓ ସୁସଙ୍ଗଠିତ କାର୍ଯ୍ୟକ୍ରମ ନିଶ୍ଚିତ କରିଥିବା ପାଇଁ ହୃଦୟଙ୍ଗମ କୃତଜ୍ଞତା। 🌺
ଗତକାଲି ଚନ୍ଦ୍ର ଗ୍ରହଣ ହେତୁ କାର୍ଯ୍ୟକ୍ରମ ସ୍ଥଗିତ ହୋଇଥିଲା, ଆଜି ସନ୍ଧ୍ୟାରେ ପ୍ରସାଦ ବିତରଣ ପରେ ଭଜନ ସନ୍ଧ୍ୟାର ଆୟୋଜନ ହେବ। 🙏

Address

Balasore

Telephone

+919776017123

Website

Alerts

Be the first to know and let us send you an email when ଶ୍ରୀଶ୍ରୀ ସିଦ୍ଧି ବିନାୟକ ଦେବ, ବାଲେଶ୍ଵର posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ଶ୍ରୀଶ୍ରୀ ସିଦ୍ଧି ବିନାୟକ ଦେବ, ବାଲେଶ୍ଵର:

Share