ଅଖିଳ ଭାରତୀୟ ସର୍ବୋଦୟ ମଣ୍ଡଳ

ଅଖିଳ ଭାରତୀୟ ସର୍ବୋଦୟ ମଣ୍ଡଳ Contact information, map and directions, contact form, opening hours, services, ratings, photos, videos and announcements from ଅଖିଳ ଭାରତୀୟ ସର୍ବୋଦୟ ମଣ୍ଡଳ, New Town, Kamakhyanagar.

15/07/2026
With Pradip Pradhan – I just got recognized as one of their top fans! 🎉
26/06/2026

With Pradip Pradhan – I just got recognized as one of their top fans! 🎉

ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ୫୨ ତମ ଶ୍ରାଦ୍ଧ ବାର୍ଷିକ । ଢେଙ୍କାନାଳ ସଦର : ଭାରତ ପ୍ରସିଦ୍ଧ ଓଡ଼ିଆ ଭାଷା ବିଶାରଦ,ଅନୁବାଦକ ଓ ଲେଖକ ହେଉଛନ୍...
24/06/2026

ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ୫୨ ତମ ଶ୍ରାଦ୍ଧ ବାର୍ଷିକ ।

ଢେଙ୍କାନାଳ ସଦର : ଭାରତ ପ୍ରସିଦ୍ଧ ଓଡ଼ିଆ ଭାଷା ବିଶାରଦ,ଅନୁବାଦକ ଓ ଲେଖକ ହେଉଛନ୍ତି ଗୋଲୋକବିହାରୀ ଧଳ (ଜନ୍ମ: ୧୫ ଡିସେମ୍ବର ୧୯୨୧ ;ମୃତ୍ୟୁ: ୨୪ ଜୁନ ୧୯୭୪)। ଆଜି ତା - ୨୪/୬/୨୦୨୬ ରିଖ ବୁଧବାର ଦିନ ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ଚନ୍ଦ୍ରଶେଖର ପ୍ରାସାଦ ପଞ୍ଚାୟତ ଗଞ୍ଜେଇଡ଼ିହ ଗ୍ରାମରେ ଜନ୍ମିତ ଗୋଲୋକ ବିହାରୀ ଧଳଙ୍କ ୫୨ ତମ ଶ୍ରାଦ୍ଧ ବାର୍ଷିକ ଛଦେଶ ଭୋଳେଶ୍ଵର ଧଳ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଫେସର ଗୋଲୋକ ବିହାରୀ ଧଳ ସୃତି ସଂସଦ ଅନୁକୁଲ୍ୟରେ ପାଳିତ ହୋଇଯାଇଛି। ପ୍ରଥମେ ସ୍ଵର୍ଗତଃ ଶ୍ରୀ ଧଳଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ ତାଙ୍କୁ ମନେ ପକାଇ ତାଙ୍କ ସୃତି ଚାରଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ପ୍ରାକ୍ତନ ଅତିରିକ୍ତ ସଚିବ ଶ୍ରୀ ତପନ କୁମାର ଶତପଥୀ ପ୍ରଫେସର ଶ୍ରୀ ଧଳଙ୍କ ଧୂନି ବିଜ୍ଞାନ ଶାସ୍ତ୍ରର ଆଧୁନିକ ଦାନ ସମ୍ପର୍କରେ ସୁଦୀର୍ଘ ଭାଷଣ ପ୍ରଦାନ କରିଥିଲେ। ଉତ୍ସବରେ ଅନ୍ୟାନ୍ୟ ଅତିଥିଗଣ ବିଦ୍ୟାଳୟ ପରିସରରେ ଥିବା ସତ୍ୟବାଦୀ ଗୋଷ୍ଟିର ସାଧକ ପ୍ରତିମୂର୍ତ୍ତି ତଥା ସଂଗ୍ରାମୀ ବ୍ରଜ କିଶୋର ଧଳ,ଭୋଲେଶ୍ଵର ଧଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଫେସର ଧଳଙ୍କ ସେମାନଙ୍କ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସ୍ମୃତି ସଭାରେ ସଂସଦ ସଭାପତି ଡକ୍ଟର ଦୁର୍ଗା ମାଧବ ପୃଷ୍ଟି ଅଧକ୍ଷତା କରିଥିଲା ବେଳେ ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅପର୍ତ୍ତି ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂସଦର ସମ୍ପାଦକ ଇଞ୍ଜିନିଅର ଫକୀର ମୋହନ ସାହୁ ବିବରଣୀ ପାଠ କରିବା ସହିତ ଇଞ୍ଜିନିଅର ଲଳିତ ମୋହନ ବେହେରା,ରବିନ ଧଳ,ଧଞ୍ଜୟ ଧଳ,ପ୍ରଫୁଲ୍ଲ ପଣ୍ଡା ପ୍ରଭୁତି ସେମାନଙ୍କର ବକ୍ତବ୍ୟ ମାଧ୍ୟମରେ ଗୋଲୋକ ବିହାରୀ ଧଳଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସଂସଦର କୋଷାଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଟ ସଦସ୍ୟ ମଧୁସୂଦନ ଶତପଥି ଓ ମନୋଜ ସାହୁ କାର୍ଯ୍ୟ ପରିଚାଳନା କରିଥିଲେ।

22/06/2026

ବହିରେ ଯିଏ ଭୁଲ କରିଛନ୍ତି
ତାଙ୍କୁ ଜେଲ ଦଣ୍ଡ ହେଉ
ଥିଲେ ନବୀନ ହେଲେ ମୋହନ କେବଳ ଏତିକି ପରିବର୍ତନ ହେଇଚି !
ହାତୀ ହର୍ଷେଇ କି ଦୀର୍ଘଇ ତମେ ଜାଣିନ !
ଓଡିଶା ବିଧାନସଭା ଜାଗାରେ କର୍ଣ୍ଣାଟକ ବିଧାନସଭା !
ଆତ୍ମଘୋଷିତ ସାହିତ୍ୟକ ଙ୍କ ପାଇଁ ଓଡ଼ିଆ ବହିରେ ଏତେ ତ୍ରୁଟି ରହିଛି,ଏତେ ତ୍ରୁଟି ପରେ ଗଣଶିକ୍ଷା ମନ୍ତ୍ରୀ ନିଜ ତରଫ ରୁ ଇସ୍ତଫା ଦେଇଦେବା କଥା ! ଆମ ଭାଷା ସାରା ବିଶ୍ୱରେ ପରିଚିତ,ଓଡ଼ିଶାର ସବୁ କଥାରେ ଏବେ ଚାଲିଛି ତଦନ୍ତ ତଦନ୍ତ -

With Krishna Mohanty – I just got recognized as one of their top fans! 🎉
19/06/2026

With Krishna Mohanty – I just got recognized as one of their top fans! 🎉

Address

New Town
Kamakhyanagar

Telephone

+919338772455

Website

Alerts

Be the first to know and let us send you an email when ଅଖିଳ ଭାରତୀୟ ସର୍ବୋଦୟ ମଣ୍ଡଳ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ଅଖିଳ ଭାରତୀୟ ସର୍ବୋଦୟ ମଣ୍ଡଳ:

Shortcuts

Share