Lalit Mohan Behera

Lalit Mohan Behera Contact information, map and directions, contact form, opening hours, services, ratings, photos, videos and announcements from Lalit Mohan Behera, New Town, Dhenkanal.

Cjp Odisha
26/08/2026

Cjp Odisha

With Prakash Ch Kuanar – I just got recognized as one of their top fans! 🎉
25/08/2026

With Prakash Ch Kuanar – I just got recognized as one of their top fans! 🎉

21/08/2026
ବିଶ୍ୱ ସ୍ୱାସ୍ଥ୍ୟ ଦିବସ -୨୦୨୬ ପାଳିତ ଢେଙ୍କାନାଳ : ତା.୫.୦୩.୨୦୨୬ରିଖ : ସ୍ଥାନୀୟ ଦେବକନ୍ୟା ହୋଟେଲରେ ମିଳିତ ଜାତିସଙ୍ଘ ଦ୍ୱାରା ଗଠିତ ଉତ୍କଳ...
06/04/2026

ବିଶ୍ୱ ସ୍ୱାସ୍ଥ୍ୟ ଦିବସ -୨୦୨୬ ପାଳିତ

ଢେଙ୍କାନାଳ : ତା.୫.୦୩.୨୦୨୬ରିଖ : ସ୍ଥାନୀୟ ଦେବକନ୍ୟା ହୋଟେଲରେ ମିଳିତ ଜାତିସଙ୍ଘ ଦ୍ୱାରା ଗଠିତ ଉତ୍କଳ ମହାସଂଘ (ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ -UFUNA) ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଉଫୁନାର ରାଜ୍ୟ ସଭାପତି ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି |ମୁଖ୍ୟଅତିଥି ରୂପେ ଯୋଗଦେଇ ଡ଼କ୍ଟର ତୁଷାରକାନ୍ତି ନାୟକ ମଣିଷର ଜୀବନଶୈଳୀ, ଖାଦ୍ୟ ସେବନ,ଯୋଗ ବ୍ୟାୟାମ,ଖାଦ୍ୟରେ ଓମେଗା ଯୁକ୍ତ କରିବା ଏବଂ ସୋରିଷ ତେଲ ଆଦି ସେବନ କରିବା ଆବଶ୍ୟକ ବୋଲି କହିଥିଲେ । ବୟସ୍କ ଲୋକମାନେ ସାବଧାନତା ସହ ବଂଚିବାକୁ ପରାମର୍ଶ ଦେଇଥିଲେ |ଭିଟାମିନ ବି, ଡି-୩ ଖାଇବାକୁ କହିଥିଲେ |କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବାକୁ ମଧ୍ୟ କହିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବିନୟ ସାହୁ,ଡ଼କ୍ଟର ପ୍ରମୋଦ କୁମାର ନାୟକ,ରାମଚନ୍ଦ୍ର Ramachandradebata Debata, Ramachandra Debata, ଉପେନ୍ଦ୍ର ରାଉତ,ଲଳିତ ମୋହନ ବେହେରା,ଡ଼ା.ଦେବୀ ପ୍ରସାଦ ମିଶ୍ର, ରାମଚନ୍ଦ୍ର ଦେବତା,ବସନ୍ତ ବିଶ୍ୱାଳ, Gokul Panda, Sailabala Mishra ତରୁଣ ବିଶ୍ୱାଳ, ଯୁଧିଷ୍ଠିର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ଉପଲକ୍ଷେ କବିତା ପାଠୋତ୍ସବ କରାଯାଇଥିଲା।ସାଧାରଣ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲାବେଳେ ପରିଶେଷରେ ସଂଚାର ପରିଚାଳକ ଇଂ ଲଳିତ ମୋହନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାପରେ ସଭାପତି ସଭା ସାଙ୍ଗ କରିଥିଲେ।

Address

New Town
Dhenkanal
751001

Telephone

+919338772455

Website

Alerts

Be the first to know and let us send you an email when Lalit Mohan Behera posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Lalit Mohan Behera:

Shortcuts

Share