25/09/2026
ଆଠଗଡ଼ ଏନଏସି ର ମୋର ଜଣେ ଅତି ନିଜର ଶ୍ରୀ ଲକ୍ଷ୍ମୀ ପ୍ରସାଦ ରାଉତ (ଲଲିଆ ଦାଦା) ଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।
ତାଙ୍କ ଆତ୍ମାଙ୍କୁ ସଦଗତି ପ୍ରଦାନ କରିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିବା ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।